ପିଆଜ କାଟିଲେ ଆଖିରୁ ପାଣି ବାହାରୁଛି କି ? ଆପଣାନ୍ତୁ ଏହି ଉପାୟ

ସମସ୍ତେ ପ୍ରତିଦିନ ପିଆଜ ବ୍ୟବହାର କରନ୍ତି । ଏହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ଏହା ଆମ ଖାଦ୍ୟର ସ୍ୱାଦକୁ ମଧ୍ୟ ଦ୍ୱିଗୁଣିତ କରିଥାଏ ।…

ଦେଶୀ ନା ଧଳା ଅଣ୍ଡା , କେଉଁଟି ଅଧିକ ସ୍ୱାସ୍ଥ୍ୟକର ?

ଅଣ୍ଡାକୁ ଏକ ଉତ୍କୃଷ୍ଟ ଖାଦ୍ୟ ଭାବରେ ବିବେଚନା କରାଯାଏ । ଯାହା ପ୍ରୋଟିନ୍, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର। ଏହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ…

ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ନିଜ ଘରେ ଫ୍ରିଜର ବ୍ୟବହାର କରୁଛନ୍ତି । କାରଣ ଖାଦ୍ୟକୁ ଏଥିରେ ବହୁ ସମୟ ପର୍ଯ୍ୟନ୍ତ ରଖିହେବ । ହେଲେ ଅନେକ…

ମା’ବାପାଙ୍କ ପାଇଁ ସହରୀ ପିଲା ଡେରିରେ କଥା କହନ୍ତି !

ଗାଁ ପିଲାଙ୍କଠାରୁ ଡେରିରେ କଥା କହିବା ଶିଖନ୍ତି ସହରି ପିଲା,ଏଥିପାଇଁ ମା-ବାପାଙ୍କୁ ଦାୟୀ କଲା ଗବେଷଣାଯଦି ଆମେ ପିଲାମାନଙ୍କର ବୃଦ୍ଧି କିମ୍ବା ବିକାଶ ବିଷୟରେ କହିବା ତେବେ…

ସାମ୍ପୁ କରିବା ପରେ କଣ୍ଡିସନର ଲଗାଇବା ଜରୁରୀ କି ?

ସାମ୍ପୁ କରିବା ପରେ ଅଧିକାଂଶ ଲୋକ କଣ୍ଡିସନର ପ୍ରୟୋଗ କରିବାକୁ ପରାମର୍ଶ ଦିଅନ୍ତି, କାରଣ ଏହା କେଶକୁ ସୁସ୍ଥ ଏବଂ ଝଟକାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ସାମ୍ପୁ ପରେ କିଛି ଲୋକ କଣ୍ଡିସନର ପ୍ରୟୋଗ କରନ୍ତି ନାହିଁ, ଏହିପରି ଲୋକଙ୍କ କେଶ ଶୀଘ୍ର ଆର୍ଦ୍ରତା ହରାଇଥାଏ । ଯେଉଁଥିପାଇଁ ସେମାନଙ୍କର କେଶ ଶୁଷ୍କ ଏବଂ ଜୀବନ ନଥିବା ଭଳି ଦେଖାଯାଏ ।