ପାକିସ୍ତାନରେ ପରମାଣୁ ବୋମାର ରିମୋଟ କାହା ପାଖରେ ଅଛି, ପ୍ରଧାନମନ୍ତ୍ରୀ ନା ସେନା? କାହାର ଅନୁମତି ଆବଶ୍ୟକ?
ଜମ୍ମୁ-କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଦିନଦ୍ୱିପ୍ରହରେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀମାନଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରାଯିବା ପରେ ଭାରତ ପାକିସ୍ତାନ ସରକାରଙ୍କ…
