ଅପରେସନ ସିନ୍ଦୂରର ’୯ ଆଡ୍ଡା’ ବାବଦରେ ସୂଚନା ଦେଇଥିବା ପାକିସ୍ତାନର ବଡ଼ ଶତ୍ରୁ କଲେ ଆଉ ଏକ ଭବିଷ୍ୟବାଣୀ
ପାକିସ୍ତାନ ବିରୁଦ୍ଧରେ ଲଢ଼େଇରେ ଆଫଗାନିସ୍ତାନର ଲୋକେ ଖୋଲାଖୋଲି ଭାରତକୁ ସମର୍ଥନ କରୁଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର…
